or_tq/mat/20/17.md

883 B
Raw Permalink Blame History

କେଉଁ ଘଟଣା ଯୀଶୁ ପୂର୍ବରୁ ଶିଷ୍ୟମାନଙ୍କୁ କହିଲେ ଯେତେବେଳେ ସେମାନେ ଯିରୂଶାଲମକୁ ଯାଉଥିଲେ?

ପ୍ରଧାନ ଯାଜକ ଓ ଶାସ୍ତ୍ରୀ-ମାନଙ୍କ ହସ୍ତରେ ସମର୍ପିତ ହେବେ ପୁଣି ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍‍ଥିତ ହେବେ ବୋଲି ଯୀଶୁ ଆପଣା ଶିଷ୍ୟ ମାନଙ୍କୁ କହିଲେ [:୧୭-୧୯] ।