or_tq/mat/20/13.md

661 B
Raw Permalink Blame History

କାର୍ଯ୍ୟକାରୀମାନଙ୍କ ଅଭିଯୋଗକୁ କିପରି ଭୂମିରକର୍ତ୍ତା ଉତ୍ତର ଦେଲେ ?

ଭୂମିରକର୍ତ୍ତା କହିଲେ ଯେ ପ୍ରାପ୍ତକାଳରେ ନିଯୁକ୍ତି ହୋଇଥିବା କାର୍ଯ୍ୟକାରୀମାନେ ଆଠ ଅଣା ମଜୁରୀ ପାଇଁ ରାଜି ହୋଇଥିଲେ,ଏବଂ ଅନ୍ୟ କାର୍ଯ୍ୟକାରୀମାନଙ୍କୁ ସମାନ ମଜୁରୀ ଦେବା ଏହା ତାହାର ଅଧିକାର ଓ ଆନନ୍ଦ ଥିଲା [:୧୩-୧୫]।