or_tq/mat/20/01.md

628 B
Raw Permalink Blame History

ପ୍ରଭାତରେ ଯେଉଁ ମୂଲିଆମାନଙ୍କୁ ଭୂମିରକର୍ତ୍ତା କାମରେ ଲଗେଇଥିଲେ ସେମାନଙ୍କୁ କେତେ ମଜୁରୀ ଦେବା ପାଇଁ ଭୂମିରକର୍ତ୍ତା ରାଜି ହେଲେ ?

ପ୍ରଭାତରେ ଯେଉଁ ମୂଲିଆମାନଙ୍କୁ ଭୂମିରକର୍ତ୍ତା କାମରେ ଲଗେଇଥିଲେ ସେମାନଙ୍କୁ ଆଠ ଅଣା ମଜୁରୀ ଦେବା ପାଇଁ ଭୂମିରକର୍ତ୍ତା ରାଜି ହେଲେ [:୧-]।