or_tq/mat/19/20.md

935 B
Raw Permalink Blame History

ଯେତେବେଳେ ଯୁବକ କହିଲେ ଯେ ସେ ସମସ୍ତ ଆଜ୍ଞାକୁ ପାଳନ କରୁଅଛି, ଯୀଶୁ ତାହାକୁ କ'ଣ କରିବାକୁ କହିଲେ ?

ଯେତେବେଳେ ଯୁବକ କହିଲେ ଯେ ସେ ସମସ୍ତ ଆଜ୍ଞାକୁ ପାଳନ କରୁଅଛି, ଯୀଶୁ ତାହାକୁ ସମସ୍ତ ସମ୍ପତ୍ତିକୁ ବିକ୍ରୀ କରି ଗରିବଙ୍କୁ ଦାନ କରିବାକୁ କହିଲେ [୧୯:-୨୧]।

ଯୀଶୁ ତାହାର ସମସ୍ତ ସମ୍ପତ୍ତିକୁ ବିକ୍ରୀ କରିବାକୁ କହିବାରୁ ଯୁବକର ଉତ୍ତର କ'ଣ ଥିଲା ?

ଯୁବକ ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା [୧୯:]।