or_tq/mat/18/21.md

464 B
Raw Permalink Blame History

କେତେଥର ଆପଣା ଭାଇକୁ ଆମେ କ୍ଷମା କରିବା ଉଚିତ୍ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, ଆମେ କେବଳ ସାତ ଥର ପର୍ଯ୍ୟନ୍ତ ନୁହେଁ , ମାତ୍ର ସାତ ଥରର ସତୁରି ଗୁଣ ପର୍ଯ୍ୟନ୍ତ ଆପଣା ଭାଇକୁ କ୍ଷମା କରିବା ଉଚିତ୍ [୧୮:୨୧-] ।