or_tq/mat/17/22.md

528 B
Raw Permalink Blame History

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯାହା ସେମାନଙ୍କୁ ବହୁତ ଦୁଃଖ ଲାଗିଲା ?

ଯୀଶୁ ଶିଷ୍ୟମାନଙ୍କୁ କହିଲେ ଯେ ସେ ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବେ,ପୁଣି ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍‍ଥିତ ହେବେ [୧୭::୨୩]।