or_tq/mat/15/10.md

637 B
Raw Permalink Blame History

ଯୀଶୁ ମନୁଷ୍ୟକୁ କ'ଣ ଅଶୁଚି କରେ ନାହିଁ ବୋଲି କହିଲେ ?

ମନୁଷ୍ୟ ଯାହା ଖାଏ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ ବୋଲି ଯୀଶୁ କହିଲେ [୧୫:୧୧,୧୭,]।

ମନୁଷ୍ୟକୁ କ'ଣ ଅଶୁଚି କରେ ବୋଲି ଯୀଶୁ କହିଲେ ?

ମନୁଷ୍ୟର ମୁଖରୁ ଯାହା ବାହାରେ ତାହା ମନୁଷ୍ୟକୁ ଅଶୁଚି କରେ ବୋଲି ଯୀଶୁ କହିଲେ [୧୫:୧୧.୧୮-]।