or_tq/mat/14/19.md

907 B
Raw Permalink Blame History

ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ସହ ଯୀଶୁ କ'ଣ କଲେ ଯାହା ଶିଷ୍ୟମାନେ ତାଙ୍କ ନିକଟକୁ ଆଣିଥିଲେ ?

ଯୀଶୁ ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ର୍ଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟୀଗୁଡ଼ିକ ଭାଙ୍ଗି ଲୋକସମୂହକୁ ଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେଲେ [୧୪:୧୯]।

କେତେ ଲୋକ ଖାଇଲେ ଏବଂ କେତେ ମାତ୍ରାରେ ବଳିଲା ?

ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚହଜାର ପୁରୁଷ ଥିଲେ ଏବଂ ବାର ଟୋକେଇ ବଳିଲା [୧୪:-୨୧] ।