or_tq/mat/13/22.md

981 B
Raw Permalink Blame History

ବୁଣାଳୀର ଦୃଷ୍ଟାନ୍ତରେ, ବୁଣାଯାଇଥିବା କଣ୍ଟକମୟ ଭୂମିର ବିହନ କି ପ୍ରକାରର ବ୍ୟକ୍ତି ସଦୃଶ ?

ବୁଣାଯାଇଥିବା କଣ୍ଟକମୟ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯେ ବାକ୍ୟ ଶୁଣେ, ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ [୧୩:]।

ବୁଣାଳୀର ଦୃଷ୍ଟାନ୍ତରେ, ବୁଣାଯାଇଥିବା ଉତ୍ତମ ଭୂମିର ବିହନ କି ପ୍ରକାରର ବ୍ୟକ୍ତି ସଦୃଶ ?

ବୁଣାଯାଇଥିବା ଉତ୍ତମ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ [୧୩:୨୩ ]।