or_tq/mat/13/20.md

712 B
Raw Permalink Blame History

ଯୀଶୁଙ୍କର ବୁଣାଳୀର ଦୃଷ୍ଟାନ୍ତରେ, ବୁଣାଯାଇଥିବା ପଥୁରିଆ ଭୂମିର ବିହନ କି ପ୍ରକାରର ବ୍ୟକ୍ତି ସଦୃଶ ?

ବୁଣାଯାଇଥିବା ପଥୁରିଆ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯିଏ ବାକ୍ୟ ଶୁଣିବା କ୍ଷଣି ତାହା ଆନନ୍ଦରେ ଗ୍ରହଣ କରେ କ୍ଷଣକାଳସ୍ଥାୟୀ ହୋଇ ରହେ, କିନ୍ତୁ ପରେ କ୍ଳେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ [୧୩:-୨୧] ।