or_tq/mat/12/19.md

1.1 KiB
Raw Permalink Blame History

ଯିଶାଇୟ ଭାବବାଦୀଙ୍କ ଯୀଶୁଙ୍କ ବିଷୟରେ ଭାବବାଣୀ, କ'ଣ ଯୀଶୁ କରିବେ ନାହିଁ ?

ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ, ପୁଣି ସଧୂମ ସଳିତା ଲିଭାଇବେ ନାହିଁ [୧୨:୧୯-] ।

ଯିଶାଇୟ ଭାବବାଦୀ ଯୀଶୁଙ୍କ ବିଷୟରେ ଭାବବାଣୀରେ କିଏ ପରମେଶ୍ୱରଙ୍କ ନ୍ୟାୟ ଶୁଣିବ ଏବଂ ଯୀଶୁଙ୍କଠାରେ ଭରସା କରିବ?

ବିଜାତିମାନେ ପରମେଶ୍ୱରଙ୍କର ନ୍ୟାୟବିଚାର ଶୁଣିବେ ଏବଂ ଯୀଶୁଙ୍କ ନାମରେ ବିଜାତିମାନେ ଭରସା ରଖିବେ [୧୨:୧୮,୨୧]।