or_tq/mat/12/01.md

621 B
Raw Permalink Blame History

ଯୀଶୁଙ୍କର ଶିଷ୍ୟମାନେ କ'ଣ କରୁଥିଲେ ଯେ ଫାରୂଶୀମାନେ ତାଙ୍କ ବିଷୟରେ ଯୀଶୁଙ୍କୁ ଅଭିଯୋଗ କଲେ ?

ଫାରୂଶୀମାନେ ଅଭିଯୋଗ କଲେ ଯେ, ଯୀଶୁଙ୍କର ଶିଷ୍ୟମାନେ ଶସ୍ୟର ଶିଁଷା ଛିଣ୍ଡାଇଲେ ଏବଂ ଖାଇଲେ, ଯାହା ସେମାନେ ବିଶ୍ଵାସ କରନ୍ତି ଏହା କରିବା ବିଶ୍ରାମବାରରେ ବିଧିସଙ୍ଗତ ନୁହେଁ [୧୨:] ।