or_tq/mat/07/21.md

661 B
Raw Permalink Blame History

କିଏ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବ ?

ଯେ ସ୍ଵର୍ଗସ୍ଥ ପିତାଙ୍କ ଇଛାକୁ ସାଧନ କରେ ସେ ପ୍ରବେଶ କରିବ [୭:୨୧]।

ଯୀଶୁ ସେଦିନ ଅନେକ ଭୂତ ଛଡାଇ ଲୋକଙ୍କୁ ଓ ତାଙ୍କ ନାମରେ ଅନେକ ଶକ୍ତିରେ କାର୍ଯ୍ୟ କରିବା ଲୋକଙ୍କୁ କ'ଣ କହିବେ ?

ଯୀଶୁ ସେମାନଙ୍କୁ କହିବେ ହେ ଅଧର୍ମ ଚାରିମାନେ ମୋ ପାଖରୁ ଦୂର ହୁଅ [୭:-୨୩]।