or_tq/mat/02/22.md

596 B
Raw Permalink Blame History

ଯୋଷେଫ ମରିୟମ ଓ ଯୀଶୁଙ୍କ ସହିତ କେଉଁଠାରେ ବାସ କରିଥିଲେ ?

ଯୋଷେଫ ମରିୟମ ଓ ଯୀଶୁଙ୍କ ସହିତ ଗାଲିଲୀ ନାଜରିତରେ ବାସ କରିଥିଲେ [:-୨୩]।

ଯେତେବେଳେ ଯୋଷେଫ ନୂତନ ସ୍ଥାନକୁ ଫେରିଲେ କେଉଁ ଭାବବାଣୀ ସଫଳ ହେଲା?

ସେ ନାଜରିତୀୟ ଖ୍ୟାତ ହେବେ ଏହି ଭାବବାଣୀ ସଫଳ ହେଲା [:୨୩]।