or_tq/mat/02/11.md

1.2 KiB
Raw Permalink Blame History

ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କୁ ଦେଖିବାଲୁ ଆସିଲେ ସେ କେତେ ବର୍ଷର ଥିଲେ ?

ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କୁ ଦେଖିବାଲୁ ଆସିଲେ ସେତେବେଳେ ସେ ସେତେବେଳେ ଶିଶୁ ହିଁ ଥିଲେ [:୧୧]।

ପଣ୍ଡିତମାନେ କେଉଁ ଉପହାର ଦେଇଥିଲେ ?

ପଣ୍ଡିତମାନେ ସୁନା, କୁନ୍ଦୂରୁ ଓ ଗନ୍ଧରସ ଯୀଶୁଙ୍କୁ ଦର୍ଶନୀ ଦେଲେ [:୧୧]।

ପଣ୍ଡିତମାନେ କେଉଁ ପଥ ଦେଇ ଆପଣା ଗୃହକୁ ପ୍ରସ୍ଥାନ କରିଥିଲେ ଏବଂ କାହିଁକି ସେମାନେ ସେହି ପଥ ଦେଇ ଯାଇଥିଲେ ?

ପଣ୍ଡିତମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କରିଥିଲେ କାରଣ ହେରୋଦଙ୍କ ନିକଟକୁ ନ ଯିବା ପାଇଁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇଥିଲେ [:୧୨]।