or_tq/mat/02/04.md

485 B
Raw Permalink Blame History

କେଉଁଠାରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିବେ ବୋଲି କିପରି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଜାଣିଥିଲେ ?

ସେମାନେ ଜାଣିଥିଲେ ଭାବବାଣୀ ଯାହା କୁହାଯାଇଥିଲା ଯେ ଖ୍ରୀଷ୍ଟ ବେଥଲିହିମରେ ଜନ୍ମ ଗ୍ରହଣ କରିବେ ବୋଲି [:୫-୬]।