or_tq/mat/02/01.md

1.4 KiB
Raw Permalink Blame History

କେଉଁଠାରେ ଯୀଶୁ ଜନ୍ମ ଗ୍ରହଣ କରିଥିଲେ ?

ଯିହୂଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମଗ୍ରହଣ ହୋଇଥିଲା [:୧]।

ପୂର୍ବଦେଶର ପଣ୍ଡିତମାନେ ଯୀଶୁଙ୍କୁ କେଉଁ ନାମ ଦେଇଥିଲେ ?

ପୂର୍ବଦେଶର ପଣ୍ଡିତମାନେ ଯୀଶୁଙ୍କୁ ''ଯିହୁଦୀ ମାନଙ୍କର ରାଜା'' ବୋଲି ନାମ ଦେଇଥିଲେ [:]।

ଯିହୁଦୀମାନଙ୍କର ରାଜା ଜନ୍ମ ଗ୍ରହଣ କରିଅଛନ୍ତି ବୋଲି ପୂର୍ବଦେଶର ରାଜାମାନେ କିପରି ଜାଣିଥିଲେ ?

ପୂର୍ବଦେଶର ପଣ୍ଡିତମାନେ ଯିହୁଦୀମାନଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଲେ [:]।

ରାଜା ହେରୋଦ ଶୁଣିଲା ପରେ ପଣ୍ଡିତମାନଙ୍କ ସମ୍ବାଦକୁ କିପରି ଉତ୍ତର ଦେଲେ?

ଯେତେବେଳେ ପଣ୍ଡିତମାନଙ୍କଠାରୁ ଏହି ସମ୍ବାଦ ରାଜା ହେରୋଦ ଶୁଣିଲେ, ସେ ଉଦ୍‍ବିଗ୍ନ ହୋଇଥିଲେ [:୩]।