or_tq/mat/01/20.md

1.0 KiB
Raw Permalink Blame History

ଯୋଷେଫଙ୍କୁ କ'ଣ ହେଲା ଯେ ସେ ମରିୟମଙ୍କ ସହିତ ବିବାହ କରିବା ନିମନ୍ତେ ସ୍ଥିର କରିଥିଲେ ?

ପ୍ରଭୁଙ୍କର ଜଣେ ଦୂତ ଦିନରେ ଯୋଷେଫଙ୍କୁ ସ୍ଵପ୍ନରେ ମରିୟମଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ କହିଥିଲେ କାରଣ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ଥିଲେ [୧:] ।

କାହିଁକି ଶିଶୁର ନାମ ଯୀଶୁ ବୋଲି ଦେବା ପାଇଁ ଯୋଷେଫଙ୍କୁ କୁହାଯାଇଥିଲା ?

ଶିଶୁର ନାମ ଯୀଶୁ ବୋଲି ଦେବା ପାଇଁ ଯୋଷେଫଙ୍କୁ କୁହାଯାଇଥିଲା କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ [୧:୨୧] ।