or_tq/luk/23/27.md

4 lines
474 B
Markdown

# ଯିରୂଶାଲମର ସ୍ତ୍ରୀଲୋକମାନଙ୍କୁ ତାହାଙ୍କ ବଦଳରେ ରୋଦନ ନ କରି କାହା ନିମନ୍ତେ ରୋଦନ କରିବା ଉଚିତ୍ ବୋଲି ଯୀଶୁ କହିଲେ ?
ସେମାନେ ଆପଣା ନିମନ୍ତେ ପୁଣି ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରିବା ଉଚିତ୍ [୨୩:୨୮]।