or_tq/luk/20/45.md

681 B
Raw Permalink Blame History

ସେମାନଙ୍କର ବାହ୍ୟ ଧାର୍ମିକ କାର୍ଯ୍ୟ ପଛରେ, ଶାସ୍ତ୍ରୀମାନେ କେଉଁ ଦୁଷ୍ଟ କାର୍ଯ୍ୟସବୁ କରୁଥିଲେ ?

ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥିଲେ, ଏବଂ ଛଳନାରେ ଦୀର୍ଘ ପ୍ରାର୍ଥନା କରୁଥିଲେ [:୪୭]।

ଏହି ଶାସ୍ତ୍ରୀମାନେ କିପରି ବିଚାରିତ ହେବେ ବୋଇ ଯୀଶୁ କହିଲେ ?

ସେମାନେ ମହାନ ଦଣ୍ଡ ପାଇବେ [:୪୭]।