or_tq/luk/18/10.md

4 lines
343 B
Markdown

# ଯୀଶୁଙ୍କ କାହାଣୀରେ, କେଉଁ ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଯାଇଥିଲେ?
ଜଣେ ଫାରୂଶୀ ଏବଂ କରଗ୍ରାହୀ ପ୍ରାର୍ଥନା କରିବାକୁ ମନ୍ଦିରକୁ ଯାଇଥିଲେ ।