or_tq/luk/13/24.md

4 lines
511 B
Markdown

# ଯେତେବେଳେ ଅନେକଙ୍କୁ ଉଦ୍ଧାର କରାଯିବ ବୋଲି ପଚରାଗଲା, ଯୀଶୁ କ’ଣ ଉତ୍ତର ଦେଲେ?
ସେ କହିଲେ, “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।”