or_tq/luk/11/50.md

4 lines
329 B
Markdown

# କେଉଁ କାରଣରୁ ଏହି ପିଢ଼ି ଦାୟୀ ରହିବ ବୋଲି ଯୀଶୁ କହିଲେ?
ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି ସେଥିପାଇଁ ସେମାନେ ଦାୟୀ ରହିବେ।