or_tq/luk/10/09.md

4 lines
434 B
Markdown

# ପ୍ରତ୍ୟେକ ନଗରରେ ଯୀଶୁ 70 ଜଣଙ୍କୁ କ’ଣ କରିବାକୁ କହିଲେ?
ସେ ସେମାନଙ୍କୁ ରୋଗୀମାନଙ୍କୁ ସୁସ୍ଥ କରିବାକୁ ଏବଂ “ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ” ବୋଲି ଲୋକମାନଙ୍କୁ କହିବାକୁ କହିଲେ ।