or_tq/luk/09/15.md

12 lines
1.0 KiB
Markdown

# ଲୋକସମୂହକୁ ଭୋଜନ ଦେବାକୁ ଶିଷ୍ୟମାନଙ୍କ ପାଖରେ କେଉଁ ଖାଦ୍ୟ ଥିଲା ?
ସେମାନଙ୍କ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଥିଲା [୯:୧୩,୧୬]।
# ଯୀଶୁ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ସହ କ'ଣ କଲେ ?
ସେ ସ୍ଵର୍ଗଆଡେ ଉର୍ଦ୍ଧ୍ୱଦୃଷ୍ଟି କଲେ, ସେହି ସବୁକୁ ଆଶୀର୍ବାଦ କଲେ, ପୁଣି ସେଗୁଡିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ, ଏବଂ ଲୋକସମୂହକୁ ପରିବେଷଣ କରିବାକୁ ଶିଷ୍ୟମାନଙ୍କୁ ଦେଲେ [୯:୧୬]।
# ସେଠାରେ କେତେକ ଟୋକେଇ ବଳକା ଖାଦ୍ୟ ଥିଲା ?
ସେଠାରେ ପୂର୍ଣ୍ଣ ବାର ଟୋକେଇ ଖାଦ୍ୟ ଥିଲା [୯:୧୭]।