or_tq/luk/05/08.md

4 lines
407 B
Markdown

# ତାପରେ ଯୀଶୁ କ’ଣ କରନ୍ତୁ ବୋଲି ଶିମୋନ ଚାହୁଁଥିଲେ? କାହିଁକି?
ଶିମୋନ ଚାହୁଁଥିଲେ ଯେ ଯୀଶୁ ତାଙ୍କଠାରୁ ଦୂରେଇ ଯାଆନ୍ତୁ କାରଣ ଶିମୋନ ଜାଣିଥିଲେ ଯେ ସେ (ଶିମୋନ) ଜଣେ ପାପୀ ଲୋକ ଥିଲେ।