or_tq/luk/02/39.md

440 B
Raw Permalink Blame History

ଶିଶୁ ଯୀଶୁ ନାଜରିତକୁ ଫେରିଲା ପରେ ତାହାଙ୍କ ପ୍ରତି କ'ଣ ଘଟିଲା ?

ଯୀଶୁ ବୃଦ୍ଧି ଓ ଶକ୍ତିବାନ ହେଲେ, ଜ୍ଞାନରେ ପରିପୂର୍ଣ୍ଣ ହେବାକୁ ଲାଗିଲେ, ପୁଣି ଈଶ୍ଵରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା [:୪୦]।