or_tq/luk/02/36.md

487 B
Raw Permalink Blame History

ଯେତେବେଳେ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ମରିୟମ, ଯୋଷେଫ, ଓ ଯୀଶୁଙ୍କ ନିକଟରେ ଉପସ୍ଥିତ ହେଲେ ସେତେବେଳେ ସେ କ'ଣ କଲେ ?

ହାନ୍ନା ଈଶ୍ଵରଙ୍କ ସ୍ତୁତିବାଦ କଲେ ପୁଣି ଶିଶୁଙ୍କ ବିଷୟ ସମସ୍ତଙ୍କୁ କହିବାକୁ ଲାଗିଲେ [:୩୮]।