or_tq/jud/01/04.md

8 lines
686 B
Markdown

# କେତେକ ନିନ୍ଦିତ ଓ ଅଧାର୍ମିକ ପୁରୁଷ କିପରି ପ୍ରବେଶ କରିଥିଲେ?
କେତେକ ନିନ୍ଦିତ ଏବଂ ଅଧାର୍ମିକ ବ୍ୟକ୍ତି ଗୁପ୍ତ ଭାବରେ ପ୍ରବେଶ କରିଥିଲେ ।
# ନିନ୍ଦିତ ଓ ଅଧାର୍ମିକ ଲୋକମାନେ କ’ଣ କଲେ?
ସେମାନେ ଈଶ୍ଵରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ପରିବର୍ତ୍ତନ କଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କଲେ ।