or_tq/jud/01/03.md

8 lines
619 B
Markdown

# ଯିହୂଦା ପ୍ରଥମେ କ’ଣ ଲେଖିବାକୁ ଚାହୁଁଥିଲେ?
ଯିହୂଦା ପ୍ରଥମେ ସେମାନଙ୍କର ସାଧାରଣ ପରିତ୍ରାଣ ବିଷୟରେ ଲେଖିବାକୁ ଚାହୁଁଥିଲେ ।
# ଯିହୂଦା ପ୍ରକୃତରେ କେଉଁ ବିଷୟରେ ଲେଖିଥିଲେ ?
ଯିହୂଦା ପ୍ରକୃତରେ ସାଧୁମାନଙ୍କ ବିଶ୍ୱାସ ପାଇଁ ସଂଘର୍ଷ କରିବାର ଆବଶ୍ୟକତା ବିଷୟରେ ଲେଖିଥିଲେ ।