or_tq/jud/01/01.md

12 lines
626 B
Markdown

# ଯିହୂଦା କାହାର ଦାସ ଥିଲା?
ଯିହୂଦା ଯୀଶୁ ଖ୍ରୀଷ୍ଟଙ୍କର ଦାସ ଥିଲେ।
# ଯିହୂଦାର ଭାଇ କିଏ ଥିଲା?
ଯାକୁବ ଯିହୂଦାର ଭାଇ ଥିଲେ।
# ଯିହୂଦା କାହାକୁ ଲେଖିଥିଲେ?
ଯେଉଁମାନେ ଆହୂତ ଓ ପିତା ଈଶ୍ୱରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ ସେ ସେମାନଙ୍କୁ ଲେଖିଥିଲେ।