or_tq/jhn/21/20.md

646 B
Raw Permalink Blame History

ଶିମୋନ ପିତର ଯୀଶୁଙ୍କୁ ସେହି ଶିଷ୍ୟ ବିଷୟରେ ଯାହାକୁ ଯୀଶୁ ପ୍ରେମ କରୁଥିଲେ କ'ଣ ପଚାରିଲେ ?

ପିତର ଯୀଶୁଙ୍କୁ ପଚାରିଲେ, "ପ୍ରଭୁ, ଏହି ବ୍ୟକ୍ତି କ'ଣ କରିବ ?"

ଯୀଶୁ କିପରି ପିତରଙ୍କ ପ୍ରଶ୍ନକୁ ଉତ୍ତର ଦେଲେ, "ପ୍ରଭୁ, ଏହି ବ୍ୟକ୍ତି କ'ଣ କରିବ ?"

ଯୀଶୁ ପିତରଙ୍କୁ କହିଲେ, "ମୋହର ଅନୁଗମନ କର" । [୨୧:]