or_tq/jhn/21/01.md

1.2 KiB
Raw Permalink Blame History

ଶିଷ୍ୟମାନେ କେଉଁଠାରେ ଥିଲେ ଯେତେବେଳେ ଯୀଶୁ ଆପଣାକୁ ସେମାନଙ୍କୁ ପୁନର୍ବାର ଦେଖାଇଲେ ?

ଶିଷ୍ୟମାନେ ତିବିରୀୟା ସମୁଦ୍ରକୂଳରେ ଥିଲେ ଯେତେବେଳେ ଯୀଶୁ ଆପଣାକୁ ପୁନର୍ବାର ଶିଷ୍ୟମାନଙ୍କୁ ଦେଖାଇଲେ । [୨୧:୧]

କେଉଁ ଶିଷ୍ୟମାନେ ତିବିରୀୟାର ସମୁଦ୍ରକୂଳରେ ଥିଲେ ?

ଶିମୋନ ପିତର, ଥୋମା ଯିଏ ଦିଦୁମ ଅଟନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦିଙ୍କ ପୁତ୍ରମାନେ ଏବଂ ଯୀଶୁଙ୍କ ଅନ୍ୟ ଦୁଇ ଜଣ ଶିଷ୍ୟମାନେ ତିବିରୀୟାର ସମୁଦ୍ରକୂଳରେ ଥିଲେ । [୨୧:]

ଏହି ଶିଷ୍ୟମାନେ କ'ଣ କରୁଥିଲେ ?

ଏହି ଶିଷ୍ୟମାନେ ମାଛ ଧରିବାକୁ ଯାଇଥିଲେ କିନ୍ତୁ ରାତ୍ରି ସାରା କିଛି ଧରି ନ ଥିଲେ । [୨୧:୩]