or_tq/jhn/20/30.md

1.0 KiB
Raw Permalink Blame History

ଯୀଶୁ କ'ଣ ଅନ୍ୟ ଆଶ୍ଚର୍ଯ୍ୟ କର୍ମ କରିଥିଲେ ଯାହା ଏହି ପୁସ୍ତକରେ ଲେଖାଯାଇ ନ ଥିଲା ?

ହଁ, ଯୀଶୁ ଶିଷ୍ୟମାନଙ୍କ ସମ୍ମୁଖରେ ଅନେକ ଆଶ୍ଚର୍ଯ୍ୟକର୍ମ କରିଥିଲେ ଯାହା ଯୋହନଙ୍କ ପୁସ୍ତକରେ ଲେଖାଯାଇ ନ ଥିଲା । [:୩୦]

କାହିଁକି ଆଶ୍ଚର୍ଯ୍ୟଗୁଡିକ ଏହି ପୁସ୍ତକରେ ଲେଖାଯାଇଥିଲା ?

ସେଗୁଡିକ ଏଥିପାଇଁ ଲେଖାଯାଇଥିଲା ଯେପରି ତୁମ୍ଭେମାନେ ବିଶ୍ଵାସ କରିବ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି, ଈଶ୍ଵରଙ୍କ ପୁତ୍ର, ଏବଂ ତୁମ୍ଭେମାନେ ଯେପରି ବିଶ୍ଵାସ କର, ତାହାଙ୍କ ନାମରେ ଜୀବନ ଅଛି । [:୩୧]