or_tq/jhn/20/28.md

448 B
Raw Permalink Blame History

ଥୋମା ଯୀଶୁଙ୍କୁ କ'ଣ କହିଲା ?

ଥୋମା କହିଲା, "ମୋ' ପ୍ରଭୁ ଏବଂ ମୋ' ଈଶ୍ଵର" । [:୨୮]

କିଏ ଧନ୍ୟ ଅଟନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ, "ଯେଉଁମାନେ ନ ଦେଖି ବିଶ୍ଵାସ କରିଅଛନ୍ତି, ସେମାନେ ଧନ୍ୟ" । [:୨୯]