or_tq/jhn/20/26.md

981 B
Raw Permalink Blame History

କେତେବଲେ ଥୋମା ଯୀଶୁଙ୍କୁ ଦେଖିଲେ ?

ଆଠ ଦିନ ପରେ ଥୋମା ଅନ୍ୟ ଶିଷ୍ୟମାନଙ୍କ ସହିତ ଥିଲା ସମୟରେ ଯୀଶୁ ଆସିଲେ ଯେତେବେଳେ ଦ୍ଵାର ବନ୍ଦ ଥିଲା ଏବଂ ସେମାନଙ୍କ ମଧ୍ୟରେ ଠିଆ ହେଲେ । [:୨୬]

ଯୀଶୁ ଥୋମାକୁ କ'ଣ କରିବାକୁ କହିଲେ ?

ଯୀଶୁ ଥୋମାକୁ ତାହାର ଅଙ୍ଗୁଲୀ ରେ ଯୀଶୁଙ୍କର ହାତରେ ଏବଂ ତାହାର ହାତ ଦ୍ଵାରା ଯୀଶୁଙ୍କର ବକ୍ଷତଳେ ଛୁଇଁବାକୁ କହିଲେ । ତାହା ପରେ ଯୀଶୁ ଥୋମାକୁ କହିଲେ ଅଳ୍ପବିଶ୍ଵାସୀ ନ ହୋଇ, କିନ୍ତୁ ବିଶ୍ଵାସ କରିବାକୁ କହିଲେ । [:୨୭]