or_tq/jhn/20/24.md

1.2 KiB
Raw Permalink Blame History

ଶିଷ୍ୟମାନଙ୍କ ମଧ୍ୟରୁ କେଉଁ ଶିଷ୍ୟ ଅନ୍ୟ ଶିଷ୍ୟମାନଙ୍କ ସହ ଉପସ୍ଥିତ ନ ଥିଲେ ଯେତେବେଳେ ସେମାନେ ଯୀଶୁଙ୍କୁ ଦେଖିଲେ ?

ଥୋମା, ବାର ଜଣକ ମଧ୍ୟରୁ ଜଣେ, ଯାହାକୁ ଦିଦୁମ କୁହାଯାଏ, ଅନ୍ୟ ଶିଷ୍ୟମାନଙ୍କ ସହ ଉପସ୍ଥିତ ନ ଥିଲେ ଯେତେବେଳେ ଯୀଶୁ ଆସିଲେ । [:୨୪]

ଯୀଶୁ ଜୀବିତ ଅଛନ୍ତି ବୋଲି ସେ ବିଶ୍ଵାସ କରିବାକୁ ଥୋମା କ'ଣ କହିଲେ ?

ଥୋମା କହିଲେ ସେ ଯୀଶୁଙ୍କୁ ବିଶ୍ଵାସ କରିବା ପୂର୍ବରୁ ଯୀଶୁଙ୍କ ହସ୍ତରେ କଣ୍ଟାର ଚିହ୍ନ ସବୁ ଦେଖିବାକୁ ହେବ ଏବଂ ତାହାର ଅଙ୍ଗୁଳିରେ କଣ୍ଟାର ଚିହ୍ନ ସବୁ ରଖିବ ଏବଂ ତାହାର ହସ୍ତକୁ ଯୀଶୁଙ୍କର ବକ୍ଷତଳେ ରଖିବେ । [:୨୫]