or_tq/jhn/20/21.md

1012 B
Raw Permalink Blame History

ସେ ଶିଷ୍ୟମାନଙ୍କୁ କ'ଣ କରୁଥିଲେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ସେ ଶିଷ୍ୟମାନଙ୍କୁ ପଠାଇଲେ ଯେପରି ତାହାଙ୍କ ପିତା ତାଙ୍କୁ ପଠାଇଲେ । [:୨୧]

ସେ ସେମାନଙ୍କ ଉପରେ ପ୍ରଶ୍ଵାସ ଛାଡିଲା ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କ'ଣ କହିଲେ ?

ସେ ସେମାନଙ୍କୁ କହିଲେ, "ପବିତ୍ରଆତ୍ମାକୁ ଗ୍ରହଣ କର" ଯେଉଁମାନଙ୍କ ପାପକୁ ତୁମ୍ଭେମାନେ କ୍ଷମା କର, ସେମାନେ ସେମାନଙ୍କ ପାପ କ୍ଷମା ଦେବେ; ଯେଉଁମାନଙ୍କ ପାପ କ୍ଷମା ନ କରିବ , ସେମାନଙ୍କ ପାପ କ୍ଷମା ହେବ ନାହିଁ" । [:-୨୩]