or_tq/jhn/20/19.md

563 B
Raw Permalink Blame History

କ'ଣ ଘଟିଲା ଯେଉଁଠାରେ ଶିଷ୍ୟମାନେ ସପ୍ତାହର ପ୍ରଥମ ଦିନର ସନ୍ଧ୍ୟା ସମୟରେ ଥିଲେ ?

ଯୀଶୁ ଆସିଲେ ଏବଂ ସେମାନଙ୍କ ମଧ୍ୟରେ ଠିଆ ହେଲେ । [:୧୯]

ଯୀଶୁ ଶିଷ୍ୟମାନଙ୍କୁ କ'ଣ ଦେଖାଇଲେ ?

ସେ ସେମାନଙ୍କୁ ତାହାଙ୍କ ହାତ ଏବଂ ତାଙ୍କର ବକ୍ଷତଳକୁ ଦେଖାଇଲେ । [:]