or_tq/jhn/20/16.md

1.2 KiB
Raw Permalink Blame History

ମରୀୟମ ଯୀଶୁଙ୍କୁ କେତେବେଳେ ଚିହ୍ନିପାରିଲେ ?

ସେ ଯୀଶୁଙ୍କୁ ଚିହ୍ନିପାରିଲେ ଯେତେବେଳେ ସେ ତାହାଙ୍କୁ ନାମ ଧରି ଡାକିଲେ, "ମରୀୟମ" । [:୧୬]

ମରୀୟମ କାହିଁକି ତା'ଙ୍କୁ ନ ଛୁଇଁବାକୁ ଯୀଶୁ କହିଲେ ?

ଯୀଶୁ ତା'ଙ୍କୁ ନ ଛୁଇଁବାକୁ ମରୀୟମଙ୍କୁ କହିଲେ କାରଣ ସେ ଯେପର୍ଯ୍ୟନ୍ତ ପିତାଙ୍କ ପାଖକୁ ଉତ୍ଥାନ ହୋଇ ନ ଥିଲେ । [:୧୭]

ଯୀଶୁ କ'ଣ ମରୀୟମଙ୍କୁ ତା'ଙ୍କ ଭାଇମାନଙ୍କ ପାଖକୁ ଯାଇ କହିବାକୁ କହିଲେ ?

ଯୀଶୁ ତାହାଙ୍କୁ ତାହାଙ୍କର ଭାଇମାନଙ୍କ ପାଖକୁ ଯାଇ ଏପରି କହିବାକୁ କହିଲେ, ଯେ ମୁଁ ମୋହର ଏବଂ ତୁମ୍ଭମାନଙ୍କର ପିତା, ଏବଂ ମୋହର ଈଶ୍ଵର ଏବଂ ତୁମ୍ଭର ଈଶ୍ଵର ନିକଟକୁ ଯିବି । [:୧୭]