or_tq/jhn/20/01.md

967 B
Raw Permalink Blame History

ମଗ୍‌ଦଲୀନୀ ମରୀୟମ କବରକୁ କେବେ ଆସିଲେ ?

ସେ କବରକୁ ସପ୍ତାହର ପ୍ରଥମ ଦିବସର ଭୋର ସକାଳୁ ଆସିଲେ । [:୧]

ମଗ୍‌ଦଲୀନୀ ମରୀୟମ କ'ଣ ଦେଖିଲେ ଯେତେବେଳେ ସେ କବର ନିକଟକୁ ଦେଲେ ?

ସେ କବରରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ । [:୧]

ମଗ୍‌ଦଲୀନୀ ମରୀୟମ ଦୁଇ ଶିଷ୍ୟମାନଙ୍କୁ କ'ଣ କହିଲେ ?

ସେ ସେମାନଙ୍କୁ କହିଲେ, "ସେମାନେ କବରରୁ ପ୍ରଭୁଙ୍କୁ ଘେନିନେଇଯାଇଛନ୍ତି, ଏବଂ ଆମ୍ଭେମାନେ ଜାଣିନାହୁଁ, କେଉଁସ୍ଥାନରେ ସେମାନେ ତାହାଙ୍କୁ ରଖିଛନ୍ତି । [:]