or_tq/jhn/19/19.md

682 B
Raw Permalink Blame History

କେଉଁ ଅଭିଯୋଗ ପତ୍ର ଯୀଶୁଙ୍କ କ୍ରୁଶ ଉପରେ ଯେ ପୀଲାତ ଟଙ୍ଗାଇଲେ ?

ଅଭିଯୋଗ ପତ୍ରରେ ଲେଖାଯାଇଥିଲା, "ନାଜରିତ ଯୀଶୁ, ଯିହୂଦୀମାନଙ୍କ ରାଜା" । [୧୯:୧୯]

କେଉଁ କେଉଁ ଭାଷାମାନଙ୍କରେ ଯୀଶୁଙ୍କ କ୍ରୁଶରେ ଅଭିଯୋଗ ପତ୍ର ଲେଖାହୋଇଥିଲା ?

ଅଭିଯୋଗ ପତ୍ର ଏବ୍ରୀ, ଲାଟିନ୍, ଏବଂ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । [୧୯:]