or_tq/jhn/19/17.md

8 lines
679 B
Markdown

# ସେମାନେ ଯୀଶୁଙ୍କୁ କେଉଁଠାରେ କ୍ରୁଶାର୍ପିତ କଲେ ?
ସେମାନେ ଯୀଶୁଙ୍କୁ ଗଲ୍‌ଗଥା ନାମକ ସ୍ଥାନରେ ଯାହାର ଅର୍ଥ କପାଳସ୍ଥଳ ଅଟେ । [୧୯:୧୭-୧୮]
# ସେହି ଦିନରେ ସେଠାରେ କ୍ରୁଶାର୍ପିତ ହେବାପାଇଁ କେବଳ ଯୀଶୁ ଥିଲେ ?
ନୁହଁ, ଅନ୍ୟ ଦୁଇ ଜଣ, ପ୍ରତ୍ୟେକ ଜଣ ଯୀଶୁଙ୍କ ଉଭୟ ପାର୍ଶ୍ଵରେ କ୍ରୁଶାର୍ପିତ ହୋଇଥିଲେ । [୧୯:୧୮]