or_tq/jhn/19/01.md

812 B
Raw Permalink Blame History

ପୀଲାତ ଯୀଶୁଙ୍କୁ କୋରଡ଼ାଘାତ ପାଇଁ ଆଦେଶ ଦେବା ପରେ ସୈନ୍ୟମାନେ ଯୀଶୁଙ୍କୁ କଣ କଲେ ?

ସୈନ୍ୟମାନେ କଣ୍ଟାଗୁଡିକୁ ମୁକୁଟ ତିଆରି କରିବା ପାଇଁ ନେଲେ, ଯୀଶୁଙ୍କ ମସ୍ତକରେ ରଖିଲେ ଏବଂ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ସେମାନେ ତାହାଙ୍କ ନିକଟକୁ ଆସିଲେ ଏବଂ କହିଲେ, "ହେ ଯିହୂଦୀମାନଙ୍କ ରାଜା!" ଏବଂ ସେମାନେ ସେମାନଙ୍କର ହାତ ଦ୍ଵାରା ଚାପୁଡା ମାରିଲେ । [୧୯:-୩]