or_tq/jhn/18/08.md

4 lines
538 B
Markdown

# କାହିଁକି ଯୀଶୁ କହିଲେ, "ମୁଁ କହିଅଛି ଯେ ମୁଁ ସେ ଅଟୁ; ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତେବେ ଏମାନେ ଯାଆନ୍ତୁ" ?
ଯୀଶୁ ଏହା କହିଲେ ଯେପରି ବାକ୍ୟ ସଫଳ ହୁଏ ଯେ ସେ କହନ୍ତି: "ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଅଛ, ମୁଁ କାହାକୁ ହରାଇନାହିଁ" । [୧୮:୮-୯]