or_tq/jhn/18/01.md

1.0 KiB
Raw Permalink Blame History

ଯୀଶୁ ଏହିସବୁ କହିଲା ପରେ, ସେ କେଉଁଠାକୁ ଗଲେ ?

ସେ ତା'ଙ୍କ ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଉପତ୍ୟକାର ଆରପାରିକୁ ଏକ ଉଦ୍ୟାନକୁ ଗଲେ ଏବଂ ସେ ପ୍ରବେଶ କଲେ । [୧୮:୧]

ଯିହୂଦା କିପରି ଉଦ୍ୟାନ ବିଷୟରେ ଜାଣିଲା ?

ସେ ଏହା ବିଷୟରେ ଜାଣିଲା କାରଣ ଯୀଶୁ ବହୁବାର ଶିଷ୍ୟମାନଙ୍କ ସହିତ ଯାଇଥିଲେ । [୧୮:]

ଉଦ୍ୟାନକୁ ଆଉ କେଉଁମାନେ ବତୀ, ମଶାଲ ଏବଂ ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ ?

ଯିହୂଦା, ସୈନ୍ୟଦଳ ଏବଂ ପ୍ରଧାନ ଯାଜକମାନଙ୍କ ପଦାଧିକାରୀମାନେ ଏବଂ ଫାରୂଶୀମାନେ ଉଦ୍ୟାନକୁ ଆସିଥିଲେ । [୧୮:୩]