or_tq/jhn/16/22.md

655 B
Raw Permalink Blame History

ଶିଷ୍ୟମାନଙ୍କ ଆନନ୍ଦ କରିବାର କାରଣ କ'ଣ ହେବ ?

ସେମାନେ ପୁନର୍ବାର ଯୀଶୁଙ୍କୁ ଦେଖିବେ ଏବଂ ସେମାନଙ୍କ ହୃଦୟ ଆନନ୍ଦିତ ହେବ । [୧୬:]

କାହିଁକି ଯୀଶୁ ଶିଷ୍ୟମାନଙ୍କୁ ପଚାରିବାକୁ ଏବଂ ପ୍ରାପ୍ତ କରିବାକୁ କହିଲେ ?

ଯୀଶୁ ଏହା କରିବାକୁ କହନ୍ତି ଯେପରି ସେମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ । [୧୬:୨୪]