or_tq/jhn/13/19.md

1.1 KiB
Raw Permalink Blame History

କାହିଁକି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, "ଆପଣମାନେ ସମସ୍ତ ଶୁଚି ନୁହଁ" ଏବଂ "ସେ ଯିଏ ମୋହର ରୁଟି ଖାଏ ମୋର ବିରୁଦ୍ଧରେ ଗୋଇଠା ଉଠାଇଲା" ?

ଯୀଶୁ ଏହା ଘଟିବା ପୂର୍ବରୁ ସେମାନଙ୍କୁ କହିଲେ ଯେପରି ଯେତେବେଳେ ଏହା ଘଟିଲା ସେମାନେ ବିଶ୍ଵାସ କରିପାରିଲେ ସେ ଆମ୍ଭେ ଅଟନ୍ତି [୧୩:୧୯] ।

ଆପଣମାନେ କାହାକୁ ଗ୍ରହଣ କରିବ ଯଦି ଆପଣ ଯୀଶୁଙ୍କୁ ଗ୍ରହଣ କରିଥାଅ ?

ଯଦି ଆପଣମାନେ ଯୀଶୁଙ୍କୁ ଗ୍ରହଣ କର ଆପଣମାନେ ତାହାଙ୍କୁ ଗ୍ରହଣ କର ଯାହାକୁ ସେ ପଠାନ୍ତି ଏବଂ ଆପଣମାନେ ତାହାଙ୍କୁ ଗ୍ରହଣ ଯିଏ ଯୀଶୁଙ୍କୁ ପଠାଇଅଛନ୍ତି [୧୩:] ।