or_tq/jhn/13/01.md

559 B
Raw Permalink Blame History

ଯୀଶୁ କେତେ ଦୀର୍ଘ ସମୟ ନିଜ ଲୋକମାନଙ୍କୁ ପ୍ରେମ କଲେ ?

ସେ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରେମ କଲେ । [୧୩:୧]

ଶୟତାନ ଯିହୂଦା ଇଷ୍କାରିୟୋତିୟକୁ କ'ଣ କଲା ?

ଶୟତାନ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ପାଇଁ ଯିହୂଦାର ହୃଦୟରେ କାର୍ଯ୍ୟ କଲା ।[୧୩:]