or_tq/jhn/12/23.md

8 lines
855 B
Markdown

# ଆନ୍ଦ୍ରିୟ ଏବଂ ଫିଲିପ୍ପପ ଯୀଶୁଙ୍କୁ କେତେକ ଗ୍ରୀକ୍ ଲୋକମାନେ ଦେଖିବାକୁ ଚାହୁଁଥିଲେ ବୋଲି କହିଲା ପରେ ଯୀଶୁ ହଠାତ୍ କ'ଣ କହିଲେ ?
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ଏବଂ କହିଲେ, "ମନୁଷ୍ୟପୁତ୍ର ମହିମାନ୍ଵିତ ହେବାର ସମୟ ଉପସ୍ଥିତ ହୋଇଅଛି....." [୧୨:୨୩] ।
# ଗହମ ବୀଜ ଯଦି ମୃତ୍ତିକାରେ ପଡେ ଏବଂ ମରେ, ତେବେ କ'ଣ ହେବ ବୋଲି ଯୀଶୁ କହିଲେ ?
ଯୀଶୁ କହିଲେ ଯେ ଯଦି ଏହା ମରେ ତେବେ ବହୁତ ଫଳ ଫଳିବ [୧୨:୨୪] ।